Panchang Today 21st April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତରେ ଭୂମି କ୍ରୟ କରନ୍ତୁ
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ରବିବାର । ଚନ୍ଦ୍ର- କନ୍ୟା ଅହୋରାତ୍ର, ତିଥି- ୧୩ଶୀ ରାତ୍ରି ୦୧.୧୧ ଗତେ ୧୪ଶୀ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ ସନ୍ଧ୍ୟା ୦୫.୦୮ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ:
ପ୍ରାତଃ-୦୫.୨୭ ରୁ ୦୯.୩୯
ଦିବା- ୦୧.୧୯ ରୁ ୦୧.୫୧
ସନ୍ଧ୍ୟା- ୦୬.୪୮ ରୁ ୦୯.୦୫
ରାତ୍ରି- ୧୨.୦୭ ରୁ ୦୧.୧୦
ରାତ୍ରି-୦୨.୩୬ ରୁ ୦୩.୧୦
ଅଶୁଭ ସମୟ:
ରାହୁକାଳ - ଦିବା ୦୪.୨୮ ରୁ ୦୬.୦୩
କାଳବେଳା- ଦିବା ୧୧.୪୫ ରୁ ୦୧.୧୯
ବାରବେଳା- ଦିବା ୧୦.୧୧ ରୁ ୧୧.୪୫
କାଳରାତ୍ରି- ରାତ୍ରି ୦୧.୧୦ ରୁ ୦୨.୩୬