Panchang Today 23th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୩ତାରିଖ ଶୁକ୍ରବାର।ଚନ୍ଦ୍ର- ମୀନ ଅହୋରାତ୍ର। ତିଥୀ- ୧୧ଶୀ ରାତ୍ରି ୧୦.୩୦ ଗତେ ୧୨ଶୀ। ଘାତଚନ୍ଦ୍ର- ଧନୁ ରାଶୀର ଅହୋରାତ୍ର। ଘାତବାର-ବିଛା,ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ-ରାତ୍ରି ୧୦.୩୦ ଗତେ ୧ପାଦ- ପଶୁସମ୍ପଦ ନାଶ-ଅନ୍ନଦାନ।

Panchang Today 23th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
Array