Panchang Today 28th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହ ପ୍ରବେଶ କରନ୍ତୁ
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ ।
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ରବିବାର । ଚନ୍ଦ୍ର- ଧନୁ ଅହୋରାତ୍ର ତିଥି-୪ର୍ଥୀ ଦିବା ୦୮.୨୨ ଗତେ ୫ମୀ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ:
ପ୍ରାତଃ-୦୫.୨୩ ରୁ ୦୯.୩୭
ଦିବା-୦୧.୧୯ ରୁ ୦୧.୫୧
ସନ୍ଧ୍ୟା-୦୬.୫୦ ରୁ ୦୯.୦୫
ରାତ୍ରି-୧୨.୦୬ ରୁ ୦୧.୦୮
ରାତ୍ରି-୦୨.୩୩ ରୁ ୦୩.୦୭
ଅଶୁଭ ସମୟ:
ରାହୁକାଳ - ଦିବା ୦୪.୩୦ ରୁ ୦୬.୦୫
କାଳବେଳା- ଦିବା ୧୧.୪୪ ରୁ ୦୧.୧୯
ବାରବେଳା- ଦିବା ୧୦.୦୮ ରୁ ୧୧.୪୪
କାଳରାତ୍ରି- ରାତ୍ରି ୦୧.୦୮ ରୁ ୦୨.୩୩