Panchang Today 28th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଚନ୍ଦ୍ର-ମକର ଅହୋରାତ୍ର,ତିଥି-୫ମୀ ଦିବା ୦୩.୨୪ ଗତେ ୬ଷ୍ଠୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ଘାତବାର- ମକର ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୯.୩୨ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ:
ପ୍ରାତଃ-୦୫.୧୧ ରୁ ୦୬.୪୯
ଦିବା- ୦୯.୩୩ ରୁ ୧୨.୧୦
ଦିବା- ୦୪.୩୮ ରୁ ୦୫.୨୪
ସନ୍ଧ୍ୟା-୦୬.୧୬ ରୁ ୦୭.୦୦
ରାତ୍ରି- ୦୯.୦୦ ରୁ ୦୯.୫୪
ରାତ୍ରି-୧୨.୦୫ ରୁ ୦୨.୧୬
ଅଧିକ ପଢ଼ନ୍ତୁ: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍
ଅଶୁଭ ସମୟ:
ରାହୁକାଳ- ଦିବା ୦୩.୦୦ ରୁ ୦୪.୩୮
କାଳବେଳା- ଦିବା ୦୧.୨୨ ରୁ ୦୩.୦୦
ବାରବେଳା- ପ୍ରାତଃ ୦୬.୪୯ ରୁ ୦୮.୨୭
କାଳରାତ୍ରି- ରାତ୍ରି ୦୭.୩୮ ରୁ ୦୯.୦୦