Panchang Today 28th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର- ତୁଳା ଅହୋରାତ୍ର,ତିଥି- ୧୨ଶୀ(ମଳ)ପ୍ରାତଃ ୦୭.୩୫ ଗତେ ସ୍ୱାତୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ପ୍ରାତଃ ୦୬.୨୪ ପର୍ଯ୍ୟନ୍ତ
ଶୁଭ ସମୟ:
ପ୍ରାତଃ-୦୬.୦୬ ରୁ ୦୭.୩୪
ସନ୍ଧ୍ୟା- ୦୫.୫୪ ରୁ ୦୯.୨୪
ରାତ୍ରି- ୦୧.୧୩ ରୁ ୦୩.୩୦
ରାତ୍ରି- ୦୪.୨୨ ରୁ ୦୬.୦୭
ଅଶୁଭ ସମୟ:
ରାହୁକାଳ- ଦିବା ୧୨.୫୬ ରୁ ୦୨.୧୮
କାଳବେଳା- ଦିବା ୦୨.୧୮ ରୁ ୦୩.୪୦
ବାରବେଳା- ଦିବା ୦୩.୪୦ ରୁ ୦୫.୦୨
କାଳରାତ୍ରି- ରାତ୍ରି ୧୧.୩୪ ରୁ ୦୧.୧୩