Panchang Today 4th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ସୋମବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ସୋମବାର। ଚନ୍ଦ୍ର- ବିଛା ଅହୋରାତ୍ର ,ତିଥି- ୩ୟା ରାତ୍ରି ୧୧.୨୪ ଗତେ ୪ର୍ଥୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ନାସ୍ତି ।
ଶୁଭସମୟ:
ପ୍ରାତଃ– ୦୫.୫୩ ରୁ ୦୭.୧୭
ଦିବା- ୦୮.୫୨ ରୁ ୧୧.୦୭
ରାତ୍ରି- ୦୭.୪୦ ରୁ ୦୯.୫୪
ରାତ୍ରି- ୦୨.୨୯ ରୁ ୦୩.୨୦
ଅଶୁଭସମୟ:
ରାହୁକାଳ- ପ୍ରାତଃ ୦୭.୧୭ ରୁ ୦୮.୪୧
କାଳବେଳା- ପ୍ରାତଃ ୦୭.୧୭ ରୁ ୦୮.୪୧
ବାରବେଳା- ଦିବା ୦୨.୧୮ ରୁ ୦୩.୪୨
କାଳରାତ୍ରି- ରାତ୍ରି ୦୯.୫୪ ରୁ ୧୧.୩୦