Parents Leaves Son: ୧୦ ବର୍ଷର ପୁଅକୁ ବିମାନବନ୍ଦରରେ ଛାଡିଦେଲେ ବାପାମାଆ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
ପିଲାର ପାସପୋର୍ଟ ଅବଧି ଶେଷ ହୋଇ ଯାଇଥିଲା ବୋଲି ବିମାନବନ୍ଦରରେ ଏକୁଟିଆ ଛାଡି ଦେଇ ଛୁଟି କାଟିବାକୁ ଚାଲି ଯାଉଥିଲେ ବାପା ମାଆ। ବାପା ମାଆଙ୍କୁ ପୋଲିସ୍ ଅଟକ ରଖି ପିଲାକୁ ତାଙ୍କ ହେପାଜତରେ ଦେଇଥିଲା।