Passes Away: ସାଉଥ୍ ଇଣ୍ଡଷ୍ଟ୍ରୀରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ‘କାନ୍ତାରା’ର ଏହି ଅଭିନେତା

କନ୍ନଡ ଅଭିନେତା ରାକେଶ ପୂଜାରାଙ୍କ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ରାକେଶ ପୂଜାରାଙ୍କୁ ୩୩ ବର୍ଷ ହୋଇଥିଲା ଏବଂ ସେ ହୃଦ୍‌ଘାତ ଯୋଗୁଁ ଏ ଦୁନିଆରୁ ବିଦାୟ ନେଇଛନ୍ତି।

Passes Away: ସାଉଥ୍ ଇଣ୍ଡଷ୍ଟ୍ରୀରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ‘କାନ୍ତାରା’ର ଏହି ଅଭିନେତା
Array