Pathani Samanta’s Birthday 2024: ପଠାଣି ସାମନ୍ତ କାହିଁକି ରଚନା କଲେ ‘ସିଦ୍ଧାନ୍ତ ଦର୍ପଣ’

ଆଜି ପଠାଣି ସାମନ୍ତଙ୍କ ଜନ୍ମଦିନ। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ।

Pathani Samanta’s Birthday 2024: ପଠାଣି ସାମନ୍ତ କାହିଁକି ରଚନା କଲେ ‘ସିଦ୍ଧାନ୍ତ ଦର୍ପଣ’
Array