Patnagarh Parcel Bomb Verdict: ପାଟଣାଗଡ଼ ବ୍ଲାଷ୍ଟ; ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ

୨୦୧୮ରେ ହୋଇଥିବା ପାଟଣାଗଡ଼ ପାର୍ସଲ ବୋମା ମାମଲାରେ ଆସିଛି ରାୟ। ପଟଣାଗଡ଼ ADJ କୋର୍ଟ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

Patnagarh Parcel Bomb Verdict: ପାଟଣାଗଡ଼ ବ୍ଲାଷ୍ଟ; ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ
Array