Physical Exam Deaths: ଦୌଡ଼ ପ୍ରତିଯୋଗିତାରେ ମୃତ୍ୟୁ ପ୍ରସଙ୍ଗ...କେମିତି ସୁଧୁରିବ ବ୍ୟବସ୍ଥା ?

ନିକଟରେ ଗଜପତି ଜିଲ୍ଲାରେ ହୋମଗାର୍ଡ ଚାକିରି ପାଇଁ ୨ଜଣ ଯୁବକଙ୍କ ଶାରୀରିକ ପରୀକ୍ଷା ସମୟରେ ମୃତ୍ୟୁ ଘଟଣାରେ ଦୁଇ ଜଣ ପୂର୍ବତନ ଡିଜିପି ସଞ୍ଜୀବ ମାରିକ ଓ ଗୋପାଳ ନନ୍ଦ ମତ ଦେଲେ । ଯେକୌଣସି ଶାରୀରିକ ପରୀକ୍ଷା ଦେବା ପୂର୍ବରୁ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ୱାର୍ମିଂ ଅପ ଆବଶ୍ୟକ, କିନ୍ତୁ ଅନେକ ଏହା ବିଷୟରେ ସଚେତନ ନାହାଁନ୍ତି ।

Physical Exam Deaths: ଦୌଡ଼ ପ୍ରତିଯୋଗିତାରେ ମୃତ୍ୟୁ ପ୍ରସଙ୍ଗ...କେମିତି ସୁଧୁରିବ ବ୍ୟବସ୍ଥା ?
Array