Piyush Tripathy Dispute: ବର୍ଷକ ପାଇଁ ଯାତ୍ରା ମଞ୍ଚକୁ ଅଲ୍‌ବିଦା କଲେ ପୀୟୂଷ

ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା । ଦୁଇ ପାର୍ଟି ମାଲିକଙ୍କଠୁ ନେଇଥିବା କୋଟିଏ ୧୫ ଲକ୍ଷ ଫେରାଇଲେ ପୀୟୂଷ । ଏହା ସହ ବର୍ଷକ ପାଇଁ ମଞ୍ଚକୁ ଅଲ୍‌ବିଦା କଲେ ଜଲିଉଡର ହାଇପେଡ୍ ଆର୍ଟିଷ୍ଟ ପୀୟୂଷ ।

Piyush Tripathy Dispute: ବର୍ଷକ ପାଇଁ ଯାତ୍ରା ମଞ୍ଚକୁ ଅଲ୍‌ବିଦା କଲେ ପୀୟୂଷ
Array