Player attacked Spectator: ଦର୍ଶକଙ୍କୁ ଆକ୍ରମଣ କଲେ ପାକିସ୍ତାନୀ କ୍ରିକେଟର, ଅଟକାଇଲେ ସୁରକ୍ଷାକର୍ମୀ
ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ ଏକ ଅଭାବନୀୟ ଘଟଣା ଘଟିଛି। ଦର୍ଶକଙ୍କୁ ମାଡ ମାରିବା ପାଇଁ ଦୌଡି ଯାଇଥିଲେ ପାକିସ୍ତାନୀ କ୍ରିକେଟର। ତେବେ ସୁରକ୍ଷା କର୍ମୀ ଓ ପାକିସ୍ତାନ ଦଳର ସପୋର୍ଟ ଷ୍ଟାଫଙ୍କ ଉଦ୍ୟମ ବଳରେ ଅଘଟଣକୁ ଏଡାଇ ଦିଆଯାଇଥିଲା। କାହିଁକି ଆକ୍ରମଣ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ।