PM Modi holds key meeting: ପାକିସ୍ତାନ ବିରୋଧରେ ୪ଟାରେ ହୋଇପାରେ ବଡ଼ ଘୋଷଣା

୨୦୧୯ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଠାରୁ MOST FAVOURED STATUS-MFN ଷ୍ଟାଟସ୍ ପ୍ରତ୍ୟାହାର କରିଥିଲା ଭାରତ। MFN ଷ୍ଟାଟସ୍ ଦ୍ୱାରା ଦ୍ୱିପାକ୍ଷିକ ବ୍ୟବସାୟରେ ସ୍ୱତନ୍ତ୍ର ରିହାତି, ସୁବିଧା ମିଳିଥାଏ ।

PM Modi holds key meeting: ପାକିସ୍ତାନ ବିରୋଧରେ ୪ଟାରେ ହୋଇପାରେ ବଡ଼ ଘୋଷଣା
Array