PM Modi Odisha Visit: ୨୦ରେ 'ବିକଶିତ ଓଡ଼ିଶା'ର ନିଅଁ ପକାଇବେ ମୋଦି
ଜୁନ୍ ୨୦ରେ ରାଜଧାନୀରେ ମୋଦି କରିବେ ରୋଡ୍ ସୋ । ବିକଶିତ ଓଡ଼ିଶା ପାଇଁ ପକାଇବେ ନିଅଁ । ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାବାସୀଙ୍କୁ କରିବେ ସମ୍ବୋଧନ । ଏନେଇ ଚଳଚଞ୍ଚଳ ବିଜେପି ଶିବିର । ଓଡ଼ିଶା ପାଇଁ ମୋଦିଙ୍କ ମେଗା ପ୍ଲାନ୍ ଉପରେ ସମସ୍ତଙ୍କ ନଜର ।