PM Modi:ଏମିତି କହିଦେଲେ ମୋଦି, ଆଶ୍ଚର୍ଯ୍ୟ ହୋଇଗଲେ ବାଚସ୍ପତି ଓ ସାଂସଦ
ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତେ ଆଲୋଚନା ଓ ବିତର୍କକୁ ପ୍ରାଧାନ୍ୟ ଦିଅନ୍ତି । ଏହା ହିଁ ଲୋକଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି । ଏହା ଆମ ପାଇଁ କେବଳ ଲୋକତାନ୍ତ୍ରିକ ବ୍ୟବସ୍ଥା ନୁହେଁ, ସଂସ୍କାର ମଧ୍ୟ । ଏହା ମାନବିକ ଅଧିକାର ଓ ମର୍ଯ୍ୟାଦାକୁ ସବୁଠୁ ଆଗରେ ରଖେ । ଏହା ହିଁ ଗଣତନ୍ତ୍ରର ମୌଳିକ ମୂଲ୍ୟବୋଧ ।