Potato Tension: ପଶ୍ଚିମବଙ୍ଗରେ ‘ଆଳୁ’ ଧାରଣା ପ୍ରତ୍ୟାହୃତ; ଏଥର କମିବ ଦର !

ବଜାରରେ ଆଳୁ ଦର ହୋଇଛି ଅମୂଲ ମୂଲ । ଯୋଉଠି ପଚାରିବେ, ଯେମିତି ମାଗିବେ ସବୁଠି ୪୦ ଉପରେ । ଏହାରି ଭିତରେ ପଶ୍ଚିମବଙ୍ଗରେ ଜାରି ରହିଥିବା ‘ଆଳୁ’ ଧାରଣା ପ୍ରତ୍ୟାହୃତ ହୋଇଛି। ହାଦ୍ବାରା ଓଡ଼ିଶାରେ ଆଳୁକୁ ନେଇ ଲାଗିରହିଥିବା ଛକାପଞ୍ଝା ଦୂର ହୋଇପାରେ।

Potato Tension: ପଶ୍ଚିମବଙ୍ଗରେ ‘ଆଳୁ’ ଧାରଣା ପ୍ରତ୍ୟାହୃତ; ଏଥର କମିବ ଦର !
Array