Potatoes Price Hike: କାଲି ମାର୍କେଟ୍, ଆଜି ଗୋଦାମରେ ରେଡ୍; ଆଳୁ ଗୋଦାମରେ ଷ୍ଟକ୍ ଯାଞ୍ଚ

କାଲି ମାର୍କେଟ୍‌ରେ ଚାଲିଥିଲା ଧରପଗଡ଼ ତ ଆଜି ସିଧା ଗୋଦାମରେ ରେଡ୍ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗଦିରେ ଅଚାନକ ଯୋଗାଣ ବିଭାଗ ପହଞ୍ଚି ଷ୍ଟକ ଯାଞ୍ଚ କରିଛି ।

Potatoes Price Hike: କାଲି ମାର୍କେଟ୍, ଆଜି ଗୋଦାମରେ ରେଡ୍; ଆଳୁ ଗୋଦାମରେ ଷ୍ଟକ୍ ଯାଞ୍ଚ
Array