Pravat Challenges Naveen: ନବୀନଙ୍କୁ ଧୋଇଦେଲେ ପ୍ରଭାତ, ବଡ଼ ଇସ୍ୟୁକୁ ଘୋଡେଇବାକୁ ଏ ନାଟକ

BJD Conflict: ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି । ଦଳର ଆବଶ୍ୟକତା ଥିଲା ବୋଲି ୨୦୧୭ରେ ମୋ ଉପରୁ ନିଲମ୍ବନ ଆଦେଶ ଦଳ ଉଠାଇଥିଲା । ମୁଁ ଦଳରେ ନାହିଁ ବୋଲି ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ । ତାଙ୍କ ଅଫିସ୍ ଏହି ମହାମିଛ ନବୀନଙ୍କ ମୁହଁରେ କହିଛନ୍ତି ବୋଲି ସେ କହିଛନ୍ତି । ଦଳ ସଭାପତି ଏପରି କହିବା ଠିକ୍ ହୋଇନାହିଁ ବୋଲି କହିଛନ୍ତି ପ୍ରଭାତ ।

Pravat Challenges Naveen: ନବୀନଙ୍କୁ ଧୋଇଦେଲେ ପ୍ରଭାତ, ବଡ଼ ଇସ୍ୟୁକୁ ଘୋଡେଇବାକୁ ଏ ନାଟକ
Array