Principal Murdered: ପ୍ରିନସିପାଲଙ୍କୁ ଛୁରୀ ଭୁସି ହତ୍ୟା କଲେ ନାବାଳକ ଛାତ୍ର, କହିଥିଲେ ଚୁଟି କାଟି ଆସିବାକୁ

ଦୁଇ ନାବାଳକ ଛାତ୍ର ସ୍କୁଲର ପ୍ରିନସିପାଲଙ୍କୁ ଅତର୍କିତ ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ହିଁ ପ୍ରିନସିପାଲଙ୍କର ମୃତ୍ୟୁ ହୋଇଛି । ସ୍କୁଲକୁ ଚୁଟି କାଟି ଆସିବାକୁ ପ୍ରିନସିପାଲ ଏହି ଦୁଇ ଜଣଙ୍କୁ କହିଥିଲେ । ସ୍କୁଲ ପରିସରରେ ବିଶୃଙ୍ଖଳିତ ଆଚରଣ ନକରିବା ପାଇଁ ମଧ୍ୟ ତାଗିଦ୍ କରିଥିଲେ ପ୍ରିନସିପାଲ୍ ।

Principal Murdered: ପ୍ରିନସିପାଲଙ୍କୁ ଛୁରୀ ଭୁସି ହତ୍ୟା କଲେ ନାବାଳକ ଛାତ୍ର, କହିଥିଲେ ଚୁଟି କାଟି ଆସିବାକୁ
Array