Prishas Death Linked to Prakriti: ପ୍ରକୃତି ମୃତ୍ୟୁ ସହ ମୋ ନାତୁଣୀ ମୃତ୍ୟୁର ସମ୍ବନ୍ଧ ରହିଛି, ଜେଜେ ଦେଲେ ବିସ୍ଫୋରକ ବୟାନ
ପ୍ରିସାଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଥିବା ସନ୍ଦେହ କରୁଥିବା ମଧ୍ୟ କହିଛନ୍ତି। ସେ ପରୋକ୍ଷରେ ଅନ୍ୟତମ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଲ ଆତ୍ମହତ୍ୟା ମାମଲା ଆଡକୁ ମଧ୍ୟ ଇଙ୍ଗିତ କରିଥିଲେ। ତାଙ୍କ ନାତୁଣୀର ମୃତ୍ୟୁ ପଛରେ ପ୍ରକୃତି ମୃତ୍ୟୁର କିଛି ଭୂମିକା ରହିଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି।