Prisoner Swallows Mobile: ଧରାପଡ଼ିବା ଭୟରେ ମୋବାଇଲ ଗିଳିଦେଲା କଏଦୀ, ପେଟ ଚିରି ବାହାର କଲେ ଡାକ୍ତର
ସେ କହିଥିଲା, ମୁଁ ଖଣ୍ଡେ ପଥର ଗିଳି ଦେଇଛି । ମୋତେ ଭଲ ଲାଗୁନି । ଯନ୍ତ୍ରଣା ହେଉଛି । ଏହା ପରେ ଡାକ୍ତରଖାନାରେ ତାର ଏକ୍ସ-ରେ କରାଯାଇଥିଲା । ଜଣାପଡିଥିଲା, ପେଟରେ ପଥର ଖଣ୍ଡ ନୁହେଁ ଗୋଟିଏ ମୋବାଇଲ୍ ଫୋନ୍ ଅଛି ।