Private Bus, Truck Owners Oppose Police Proposal for Fines & Vehicle Checks
ବିବାଦରେ ପୋଲିସକୁ ଗାଡି ଚେକିଂ ଓ ଜରିମାନା କ୍ଷମତା ପ୍ରସ୍ତାବ। ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘର ତୀବ୍ର ବିରୋଧ। ନିଷ୍ପତ୍ତି ଲାଗୁ ହେଲେ ଆନ୍ଦୋଳନ ଚେତାବନୀ। ଗାଡ଼ି ଯାଞ୍ଚ ପୋଲିସ କାମ ନୁହେଁ: ବସ୍ ମାଲିକ ସଂଘ #OdishaTransport_Protest
ବିବାଦରେ ପୋଲିସକୁ ଗାଡି ଚେକିଂ ଓ ଜରିମାନା କ୍ଷମତା ପ୍ରସ୍ତାବ। ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘର ତୀବ୍ର ବିରୋଧ। ନିଷ୍ପତ୍ତି ଲାଗୁ ହେଲେ ଆନ୍ଦୋଳନ ଚେତାବନୀ। ଗାଡ଼ି ଯାଞ୍ଚ ପୋଲିସ କାମ ନୁହେଁ: ବସ୍ ମାଲିକ ସଂଘ
#OdishaTransport_Protest