Pushpa 2 Day 1 collection: ‘ପୁଷ୍ପା ୨’ର ପ୍ରଥମ ଦିନର ରୋଜଗାର ୧୦୦ କି ୨୦୦ କୋଟି ନୁହେଁ; ଜାଣିଲେ ପାଦ ତଳେ ଲାଗିବନି
‘ପୁଷ୍ପା ୨’ ବର୍ତ୍ତମାନ ସମୟ ପାଇଁ ସବୁ ଫିଲ୍ମକୁ ପଛରେ ପକାଇ ସବୁଠାରୁ ବଡ ଓପନିଂ ଫିଲ୍ମ ହୋଇପାରିଛି। ଏହା ଶାହରୁଖ ଖାନ୍ଙ୍କ ‘ଯବାନ’କୁ ମଧ୍ୟ ପଛରେ ପକେଇଦେଇଛି। ଫିଲ୍ମର ପ୍ରଥମ ଦିନର ରୋଜଗାର ଜାଣିଲେ ଆପଣ ବିଶ୍ୱାସ କରିପାରିବେନି।