Pushpa 2: ତସ୍କରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ତିଆରି ହୋଇଛି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ; କଂଗ୍ରେସ ବିଧାୟକ

ଅଲ୍ଲୁ ଅର୍ଜୁନଙ୍କ ବ୍ୟବହାରରେ କ୍ରୋଧିତ ହୋଇ କଂଗ୍ରେସ ବିଧାୟକ ଭୂପତି ରେଡ୍ଡୀ ଚେତାବନୀ ଦେଇଛନ୍ତି ଯେ ସେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ଚଲେଇବାକୁ ଦେବେ ନାହିଁ। ଫିଲ୍ମକୁ ନେଇ କରିଛନ୍ତି ଏମିତି କଟାକ୍ଷ।

Pushpa 2: ତସ୍କରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ତିଆରି ହୋଇଛି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ; କଂଗ୍ରେସ ବିଧାୟକ
Array