Pushpa 2: ବଲିଉଡ୍ କଳାକାରଙ୍କ ଯୋଗୁଁ ହିନ୍ଦୀ ବେଲ୍ଟରେ ଭଲ ରୋଜଗାର କରୁଛି 'ପୁଷ୍ପା ୨'

ହିନ୍ଦୀ ବେଲ୍ଟରେ ‘ପୁଷ୍ପା ୨’ ପାଇଁ ବହୁତ କ୍ରେଜ୍ ଅଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଦେଖିବାକୁ ଗଲେ ଏହାର କାରଣ ପଛରେ ଅଛନ୍ତି ହିନ୍ଦୀ କଳାକାର। ବଲିଉଡ୍‌ ଅଭିନେତାମାନେ ହିଁ ସବୁ କଳାକାରମାନଙ୍କ ଭଏସ୍‌କୁ ଦମଦାର କରିଦେଇଛନ୍ତି।

Pushpa 2: ବଲିଉଡ୍ କଳାକାରଙ୍କ ଯୋଗୁଁ ହିନ୍ଦୀ ବେଲ୍ଟରେ ଭଲ ରୋଜଗାର କରୁଛି 'ପୁଷ୍ପା ୨'
Array