Web Series: ଜାଣନ୍ତୁ କେଉଁ ୱେବ ସିରିଜ ନମ୍ବର ୱାନ୍ , କିଏ ଜିତିଛି ଦର୍ଶକଙ୍କ ହୃଦୟ

କ୍ରିମିନାଲ ଜଷ୍ଟିସ ସିଜନ ୪ରେ ପଙ୍କଜ ତ୍ରିପାଠୀ ପୁଣି ଥରେ ଓକିଲ ମାଧବ ମିଶ୍ରାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥର କାହାଣୀ ଏକ ଜଟିଳ ପାରିବାରିକ ବିବାଦ ଓ କୋର୍ଟରୁମ ଡ୍ରାମା ଚାରିପାଖରେ ଘୁରି ବୁଲିଛି ।

Web Series: ଜାଣନ୍ତୁ କେଉଁ ୱେବ ସିରିଜ ନମ୍ବର ୱାନ୍ , କିଏ ଜିତିଛି ଦର୍ଶକଙ୍କ ହୃଦୟ
Array