Rajya Sabha: ମମତା ଓ ସୁଜିତଙ୍କ ପରେ କିଏ ? ରାଜ୍ୟସଭାରୁ ପଡ଼ିପାରେ ବିଜେଡିର ଆହୁରି ୱିକେଟ୍

ମମତା ଏବଂ ସୁଜିତଙ୍କ ପରେ ଚର୍ଚ୍ଚାରେ ଶୁଭାଶିଷ ଓ ନିରଞ୍ଜନଙ୍କ ନାଁ । ଖୁବ୍ ଶୀଘ୍ର ପଡ଼ିପାରେ ବିଜେଡିର ଆଉ ଏକ ୱିକେଟ୍ । ମମତା ଓ ସୁଜିତଙ୍କ ରାସ୍ତାରେ ଯାଇପାରନ୍ତି ଦଳର ଆଉ କିଛି ସାଂସଦ ।

Rajya Sabha: ମମତା ଓ ସୁଜିତଙ୍କ ପରେ କିଏ ? ରାଜ୍ୟସଭାରୁ ପଡ଼ିପାରେ ବିଜେଡିର ଆହୁରି ୱିକେଟ୍
Array