Ranveer Singh Don 3: 'ଡନ୍ ୩'ରେ ରଣବୀର ସିଂହ ବିପକ୍ଷରେ ଶରବରୀ ବାଘ ନୁହେଁ, ଆସିବେ ଏହି ନାୟିକା
ବଲିଉଡ୍ର ପ୍ରସିଦ୍ଧ ଅଭିନେତା ରଣବୀର ସିଂହ ଖୁବ୍ ଶୀଘ୍ର 'ଡନ୍ ୩'ରେ ନଜର ଆସିବେ। ଆରମ୍ଭରେ, ଏହି ଫିଲ୍ମରେ ରଣବୀରଙ୍କ ବିପକ୍ଷରେ କିୟାରା ଆଡଭାନୀଙ୍କୁ କାଷ୍ଟ୍ କରାଯାଇଥିଲା। କିନ୍ତୁ ଅଭିନେତ୍ରୀଙ୍କ ଗର୍ଭଧାରଣ ପରେ, ଖବର ଆସିଥିଲା ଯେ ଏଥିରେ ଶରବରୀ ବାଘ ତାଙ୍କ ସ୍ଥାନ ନେବେ। ଏବେ ପୁଣି ହୋଇଛି ରିପ୍ଲେସ୍…