Wife's Marriage: ସ୍ତ୍ରୀର ବିବାହ ଆୟୋଜନ କଲା ସ୍ୱାମୀ, ବୟଫ୍ରେଣ୍ଡ ଆସି ମଥାରେ ଦେଲା ସିନ୍ଦୁର
ସ୍ତ୍ରୀର ବିବାହ ଆୟୋଜନ କଲା ସ୍ୱାମୀ । ବୟଫ୍ରେଣ୍ଡ ଆସିଲା ସ୍ତ୍ରୀ ମଥାରେ ସିନ୍ଦୁର ଭରିଲା। ସ୍ୱାମୀ ସେମାନଙ୍କୁ ଆଶୀର୍ବାଦ ଦେଲା ଓ କହିଲା ୨ ଛୁଆକୁ ମୁଁ ରଖିଦେବି, ତୁମେ ତମ ନୂଆ ସ୍ୱାମୀ ସହ ଖୁସିରେ ରୁହ ।