Rat Nibbled off Thumb: କ୍ୟାନସର ସହ ଯୁଝୁଥିଲା କୁନି ପୁଅ; ହସ୍ପିଟାଲ୍ରେ ଆଙ୍ଗୁଳି କାମୁଡି ଖାଇଲା ମୂଷା, ଚାଲିଗଲା ଜୀବନ !
ରାତିରେ ପିଲାର ପାଟି ଶୁଣି ସଂପର୍କୀୟ ତା ନିକଟକୁ ଯାଇଥିଲେ, ସେତେବେଳେ ସେମାନେ ଆଙ୍ଗୁଠିରୁ ରକ୍ତସ୍ରାବ ହେଉଥିବା ଦେଖିଲେ। କମ୍ବଳ ଉଠାଇବା ପରେ ତଳେ ଏକ ମୂଷା ଚାଲୁଥିବାର ଦେଖିଲେ। ଶୁକ୍ରବାର ଭୋର୍ ୪ ଟାରେ ପିଲାଟିର ମୃତ୍ୟୁ ହୋଇଯାଇଥିଲା।