Rath yatra: ଭକ୍ତି ଓ ଭାବରେ ଭିଜିଲା ବଡ଼ଦାଣ୍ଡ, ଭାଇଭଉଣୀଙ୍କୁ ଧରି ଜନ୍ମବେଦୀ ଅଭିମୁଖେ କାଳିଆ

ରତ୍ନବେଦିରୁ ଜନ୍ମବେଦି। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ ଜଗନ୍ନାଥ। ଜନସମୁଦ୍ର ବଡ଼ଦାଣ୍ଡ।

Rath yatra: ଭକ୍ତି ଓ ଭାବରେ ଭିଜିଲା ବଡ଼ଦାଣ୍ଡ, ଭାଇଭଉଣୀଙ୍କୁ ଧରି ଜନ୍ମବେଦୀ ଅଭିମୁଖେ କାଳିଆ
Array