Ratha Yatra 2025: ରଥଯାତ୍ରାରେ କେମିତି ଆସିବେ ପୁରୀ, ବାଟ ବତାଇବ କ୍ୟୁଆର କୋଡ୍ ଓ ମୋବାଇଲ ଆପ୍
କିଏ କେଉଁ ବାଟେ ପୁରୀକୁ ଆସୁଛି ? ଟ୍ରାଫିକ୍ ଜାମ୍ କେଉଁଠି ରହିଛି ? ପାର୍କିଂ ସ୍ପଟରେ କିଭଳି ସ୍ଥିତି ? ସମୁଦ୍ର କୂଳରେ ଚାଲିଛି କ’ଣ ? ସାବଧାନ ପୁରୀରେ ଟିକନିଖ୍ ଏସବୁ ଦୃଶ୍ୟର ନିରୀକ୍ଷଣ ହେଉଛି, INTIGRATED COMMAND CONTROL CENTERରେ ।