Ravichandran Ashwin: ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦିଶିବେନି ଅଶ୍ବିନ, ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

ଥ୍ୟାଙ୍କ୍ ୟୁ ଅଶ୍ୱିନ୍ ... ଏକ ଚମତ୍କାର କ୍ୟାରିଅର୍ ପାଇଁ, ଭାରତକୁ ଏତେ ମ୍ୟାଚ୍ ଜିତାଇବା ପାଇଁ, ସ୍ପିନର ଯାଦୁ ପାଇଁ...ଆଜି ଯେତେବେଳେ ବ୍ରିସବେନ୍ ଟେଷ୍ଟ ଡ୍ର’ ଆଡ଼କୁ ବଢ଼ୁଥିଲା, ସମସ୍ତଙ୍କ ନଜର ଥିଲା ଭାରତୀୟ ଟିମର ଡ୍ରେସିଂ ରୁମ୍ ଉପରେ...

Ravichandran Ashwin: ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦିଶିବେନି ଅଶ୍ବିନ, ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର
Array