Red Crabs: ବେଳାଭୂମିରେ ଆଉ ଦିଶିବନି ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ !

ନାଲି କଙ୍କଡାଙ୍କ ବିତରଣ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଠ କରିଥାଏ । ଯାହା ପାଇଁ ସକାଳ ସନ୍ଧ୍ୟାରେ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । କିନ୍ତୁ ଅବାଧ ଯାନବାହାନ ଚଳାଚଳ ଏବଂ ସମୁଦ୍ର ପାଣିର ରାସାୟନିକ ପ୍ରକ୍ରିୟା ଯୋଗୁ ଏହି ପ୍ରଜାତି ଏବେ ଲୋପପାଇବାକୁ ବସିଛି । 

Red Crabs: ବେଳାଭୂମିରେ ଆଉ ଦିଶିବନି ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ !
Array