Repo Rate: ଖୁସି ଖବର: ୫୦ ବେସିସ୍ ପଏଣ୍ଟ ରେପୋ ରେଟ୍ ହ୍ରାସ କଲା RBI
ପୁଣି କମିଲା ରେପୋ ରେଟ୍ । । ଚଳିତବର୍ଷ ତୃତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ୍ ହୋଇଛି।। ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି RBI। ରେପୋ ରେଟ୍ ୬ ପ୍ରତିଶତରୁ ୫.୫୦%କୁ ହ୍ରାସ ପାଇଥିବା RBI ଗଭର୍ଣ୍ଣର୍ ସଞ୍ଜୟ ମାଲହୋତ୍ରା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ଘର ଓ କାର୍ ଲୋନ୍ ସମେତ ବିଭିନ୍ନ EMI କମିବ।