Rishabh Pant T20 Career: T-20ରେ ରିଷଭ ପନ୍ତଙ୍କ ଆନ୍ତର୍ଜାତିକ କ୍ୟାରିଅର୍ କେତେ ସୁରକ୍ଷିତ ?
ଚଳିତ ଆଇପିଏଲ୍ ସିଜନ୍ରେ ବ୍ୟାଟିଂରେ ବାରମ୍ବାର ବିଫଳ ହେଉଛନ୍ତି ଏଲ୍ଏସ୍ଜିର ଅଧିନାୟକ ରିଷଭ ପନ୍ତ । ଏହା ତାଙ୍କ ଟି-୨୦ ଆନ୍ତର୍ଜାତିକ କ୍ୟାରିଅର୍ ଉପରେ ବି ଲଗାଇଦେଇଛି ପ୍ରଶ୍ନଚିହ୍ନ । ଏବେ ଚର୍ଚ୍ଚା ହେଉଛି ଯେ ଆଗାମୀ ଦିନରେ ପନ୍ତଙ୍କୁ ଅପସାରିତ କରି ଟି-୨୦ ଟିମ୍କୁ ଫେରିବେ କି ଇନ୍-ଫର୍ମ ଲୋକେଶ ରାହୁଲ?