ପାରଳାଖେମୁଣ୍ଡିରୁ ଲଢିବେ କେ.ନାରାୟଣ ରାଓ, ଅଟକିଲା ମୋହନା
ପାରଳାଖେମୁଣ୍ଡି୨।୪(ଗିରିଧାରୀ ପରିଛା): ଭାଜପା ମଙ୍ଗଳବାର ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଗଜପତି ଜିଲାର ଦୁଇଟି ନିର୍ବାଚନ ମଣ୍ଡଳୀରୁ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ନାରାୟଣ ରାଓଙ୍କୁ ଟିକେଟ୍ ଦେଇଛି। ନାରାୟଣଙ୍କୁ ଟିକେଟ୍ ମିଳିବା ପରେ କର୍ମୀଙ୍କ ମହଳରେ ବେଶ୍ ଉତ୍ସାହ ଦେଖାଦେଇଛି। ଅନ୍ୟପକ୍ଷେ ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ହୋଇନାହିଁ। The post ପାରଳାଖେମୁଣ୍ଡିରୁ ଲଢିବେ କେ.ନାରାୟଣ ରାଓ, ଅଟକିଲା ମୋହନା appeared first on Dharitri Odia News.
ପାରଳାଖେମୁଣ୍ଡି୨।୪(ଗିରିଧାରୀ ପରିଛା): ଭାଜପା ମଙ୍ଗଳବାର ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଗଜପତି ଜିଲାର ଦୁଇଟି ନିର୍ବାଚନ ମଣ୍ଡଳୀରୁ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ନାରାୟଣ ରାଓଙ୍କୁ ଟିକେଟ୍ ଦେଇଛି। ନାରାୟଣଙ୍କୁ ଟିକେଟ୍ ମିଳିବା ପରେ କର୍ମୀଙ୍କ ମହଳରେ ବେଶ୍ ଉତ୍ସାହ ଦେଖାଦେଇଛି। ଅନ୍ୟପକ୍ଷେ ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ହୋଇନାହିଁ।
The post ପାରଳାଖେମୁଣ୍ଡିରୁ ଲଢିବେ କେ.ନାରାୟଣ ରାଓ, ଅଟକିଲା ମୋହନା appeared first on Dharitri Odia News.