Rishi Sukracharya: ସେ ବ୍ରହ୍ମାଙ୍କ ନାତି, କିନ୍ତୁ ଦେବତାଙ୍କୁ ଘୃଣା କରୁଥିଲେ ଓ ଅସୁରଙ୍କର ଗୁରୁ ଥିଲେ

ଶୁକ୍ରାଚାର୍ଯ୍ୟଙ୍କର ବିଷ୍ଣୁଙ୍କ ପ୍ରତି ଘୃଣା ରହିଥିଲା। ଏହାର କାରଣ, ତାଙ୍କ ମାତା କାବ୍ୟମାତାଙ୍କ ମୃତ୍ୟୁ ସହ ଜଡ଼ିତ ଥିଲା। ବିଷ୍ଣୁଙ୍କ ଦ୍ଵାରା ଶିକାର କରାଯାଉଥିବା କିଛି ଅସୁରଙ୍କୁ କାବ୍ୟମାତା ଆଶ୍ରୟ ଦେଇଥିଲେ, ଯାହା ବିଷ୍ଣୁଙ୍କ କ୍ରୋଧର କାରଣ ପାଲଟିଥିଲା।

Rishi Sukracharya: ସେ ବ୍ରହ୍ମାଙ୍କ ନାତି, କିନ୍ତୁ ଦେବତାଙ୍କୁ ଘୃଣା କରୁଥିଲେ ଓ ଅସୁରଙ୍କର ଗୁରୁ ଥିଲେ
Array