Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ, ୮ ଆହତ

ବାହାଘର ପ୍ରୋସେସନ୍ ସାରି ମନମୁଣ୍ଡାରୁ ଫେରୁଥିବା ବେଳେ ସୋନପୁର-ବଲାଙ୍ଗିର ରାସ୍ତା ହରଡ଼ଖୋଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ି ଭିତରେ ଥିବା ଲୋକଙ୍କୁ କଟର ମେସିନ ସହାୟତାରେ କାଟି ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା;  ୨ ମୃତ, ୮ ଆହତ
Array