Robin Uthappa Arrest Warrant: ରବିନ୍ ଉଥପ୍ପାଙ୍କ ନାଁରେ ଜାରି ହେଲା ଆରେଷ୍ଟ ୱାରେଣ୍ଟ, ଜାଣନ୍ତୁ କ’ଣ ରହିଛି ଅଭିଯୋଗ
ରବିନ୍ ଉଥାପ୍ପା ବେଙ୍ଗାଲୁରୁରେ ଅବସ୍ଥିତ ଏକ ପୋଷାକ କମ୍ପାନୀ ପରିଚାଳନା କରନ୍ତି । ସେ ସେଞ୍ଚୁରିଜ୍ ଲାଇଫଷ୍ଟାଇଲ୍ ବ୍ରାଣ୍ଡ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏହି କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରନ୍ତି ।