Rohit Sharma Vs MS Dhoni: ଏମ୍.ଏସ୍ ଧୋନୀ ବନାମ ରୋହିତ ଶର୍ମା; କିଏ ସଫଳତମ କ୍ୟାପଟେନ୍ ?
କିଏ ଟିମ୍ ଇଣ୍ଡିଆର ସଫଳତମ କ୍ୟାପଟେନ୍ ? କାହା ନାଁରେ ଅଛି ଅଧିକ ରେକର୍ଡ ? ୨୦୨୫ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଆରମ୍ଭ ହୋଇଛି ଚର୍ଚ୍ଚା। କାହା ନାଁରେ ଅଧିକ ରେକର୍ଡ ଓ ଟ୍ରଫି ଅଛି ତାକୁ ନେଇ ଆରମ୍ଭ ହୋଇଛି ଫ୍ୟାନ ଓ୍ବାର।