Russia Ukraine Ceasefire: ଯୁଦ୍ଧ ବିରାମ ପାଇଁ ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, ସର୍ତ୍ତ ପାଇଁ ଚିନ୍ତାରେ ଆମେରିକା

ଯୁଦ୍ଧ ବିରାମ ପାଇଁ ପ୍ରସ୍ତୁତ, କିନ୍ତୁ ସର୍ତ୍ତରେ । ଋଷ ରାଷ୍ଟ୍ରପତି ଏଭଳି ବୟାନ ଦେବା ପରେ ଘନେଇଛି ବିଶ୍ବ ରାଜନୀତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସମାଲୋଚନା କରିଥିବା ବେଳେ ଆମେରିକା ମଧ୍ୟ ଦ୍ବନ୍ଦ୍ବରେ ପଡିଛି।

Russia Ukraine Ceasefire: ଯୁଦ୍ଧ ବିରାମ ପାଇଁ ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, ସର୍ତ୍ତ ପାଇଁ ଚିନ୍ତାରେ ଆମେରିକା
Array