Salman Khan: ପହଲଗାମ ଆକ୍ରମଣ ପରେ ଦୁଃଖରେ ସଲମାନ ଖାନ; ନେଲେ ଏହି ବଡ଼ ପଦକ୍ଷେପ
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ସଲମାନ ଖାନ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସଲମାନ ଖାନ ସୋମବାର ତାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଏହା ପୋଷ୍ଟ୍ କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁଃଖର ସମୟରେ ଅଟକି ଯିବା ଠିକ୍। ସେ ଏହା ମଧ୍ୟ କହିଛନ୍ତି ଯେ ଶୋ’ର ନୂଆ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ।