Same place Blast: ଗତବର୍ଷ ଯେଉଁଠି ବିସ୍ଫୋରଣ ହୋଇଥିଲା, ଏବର୍ଷ ବି ସେଇଠି ଫୁଟାଇଲେ
ମେ ୨୯ ୨୦୨୪ । ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ପାଳିତ ହେଉଥାଏ ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା। ନରେନ୍ଦ୍ରରେ ଚାପ ଖେଳୁଥାନ୍ତି ଠାକୁର। ଚାରିଆଡ଼େ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ। ଏହାରି ଭିତରେ ହଠାତ୍ ମହଜୁଦ ବାଣରେ ଖସିପଡ଼ିଥିଲା ନିଆଁ ଝୁଲ। କେହି କିଛି ବୁଝିବା ଆଗରୁ ଘଟିଥିଲା ଭୟଙ୍କର ବିସ୍ଫୋରଣ ।