Samela Pradhan Returns Home: ସାରିଥିଲା ଶୁଦ୍ଧିକ୍ରିୟା; ୩୭ ବର୍ଷ ପରେ ସ୍ତ୍ରୀ, ପୁଅ ସହ ଘର ବାହୁଡିଲେ ସାମେଲ୍...

ଦିନେ କାହାକୁ ନଜଣାଇ ଘର ଛାଡ଼ିଥିବା ପୁଅ ୩୭ ବର୍ଷ ପରେ ଜନ୍ମମାଟିକୁ ଫେରିଛି। ଶୋଭାଯାତ୍ରାରେ ପାଛୋଟି ଆଣିଲେ ପରିବାର, ସମ୍ପର୍କୀୟ ଓ ଗାଁ ଲୋକ। ଖୁସିରେ ସମସ୍ତେ ଯେମିତି ନିଜକୁ ହଜେଇ ଦେଇଛନ୍ତି। 

Samela Pradhan Returns Home: ସାରିଥିଲା ଶୁଦ୍ଧିକ୍ରିୟା; ୩୭ ବର୍ଷ ପରେ ସ୍ତ୍ରୀ, ପୁଅ ସହ ଘର ବାହୁଡିଲେ ସାମେଲ୍...
Array