Sand Mafia: ତ୍ରାହି ପାଇବେନି ବାଲି ମାଫିଆ, ଡିଜିପିଙ୍କ କଡ଼ା ନିର୍ଦ୍ଦେଶ ପରେ ଘନ ଘନ ରେଡ୍

ବାଲି ମାଫିଆ ସାବଧାନ ! ରାଜ୍ୟରେ ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଡିଜିପି । ସବୁ ଜିଲ୍ଲାରେ ଚାଲିଛି ଘନ ଘନ ଚଢ଼ାଉ । ଏଯାବତ୍ ୧୩୬ଟି ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ କରାଯିବା ସହ ୧୨୩ ଜଣ ଗିରଫ ।

Sand Mafia: ତ୍ରାହି ପାଇବେନି ବାଲି ମାଫିଆ, ଡିଜିପିଙ୍କ କଡ଼ା ନିର୍ଦ୍ଦେଶ ପରେ ଘନ ଘନ ରେଡ୍
Array