Schools Across Odisha Begin at 6:30 AM from Today

ଆଜିଠୁ ସକାଳୁଆ ସ୍କୁଲ୍। ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଆଜିଠୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି। ସକାଳ ସାଢ଼େ ୬ଟାରୁ ଖୋଲିଛି ରାଜ୍ୟର ବିଭିନ୍ନ ସ୍କୁଲ୍। ପିଲାମାନେ ମଧ୍ୟ ସକାଳୁ ସକାଳୁ ସ୍କୁଲ୍ ଯାଉଛନ୍ତି। #MorningSchool #