କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ଛାତ୍ରଙ୍କ ସଫଳତା, ଭIରତ୍ତୋଳନରେ ପାଇଲେ ସ୍ବର୍ଣ୍ଣ ପଦକ

କଟକ ଜ଼ିଲ୍ଲା କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲର ଏକାଦଶ ଶ୍ରେଣୀ ଛାତ୍ର କୁମାର ବିଗନେସ ରାଉତଙ୍କ ସଫଳତା । ରାଜ୍ୟସ୍ତରୀୟ ଭIରତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ସ୍କୁଲର ନIମକୁ ଗୌରବାନ୍ୱିତ୍ୱ କରିଛନ୍ତି । ଏହି ଅବସରରେ ସ୍କୁଲ ତଥା କାଦମ୍ବିନୀ କୁନିକଥା ର ସମ୍ପାଦିକା ଡକ୍ଟର ଇତି ସାମନ୍ତ କୁମାର ବିଗନେସଙ୍କୁ ଫୁଲତୋଡ଼ା ଦେଇ ସମ୍ବଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ,ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି […] The post କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ଛାତ୍ରଙ୍କ ସଫଳତା, ଭIରତ୍ତୋଳନରେ ପାଇଲେ ସ୍ବର୍ଣ୍ଣ ପଦକ appeared first on KNews Odisha.

କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ଛାତ୍ରଙ୍କ ସଫଳତା, ଭIରତ୍ତୋଳନରେ ପାଇଲେ ସ୍ବର୍ଣ୍ଣ ପଦକ
kems

କଟକ ଜ଼ିଲ୍ଲା କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲର ଏକାଦଶ ଶ୍ରେଣୀ ଛାତ୍ର କୁମାର ବିଗନେସ ରାଉତଙ୍କ ସଫଳତା । ରାଜ୍ୟସ୍ତରୀୟ ଭIରତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ସ୍କୁଲର ନIମକୁ ଗୌରବାନ୍ୱିତ୍ୱ କରିଛନ୍ତି । ଏହି ଅବସରରେ ସ୍କୁଲ ତଥା କାଦମ୍ବିନୀ କୁନିକଥା ର ସମ୍ପାଦିକା ଡକ୍ଟର ଇତି ସାମନ୍ତ କୁମାର ବିଗନେସଙ୍କୁ ଫୁଲତୋଡ଼ା ଦେଇ ସମ୍ବଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ,ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି କୁମାର ବିଗନେସଙ୍କୁ ଉତ୍ସାହିତ କରିଥିଲେ ।

ଆସନ୍ତା ମାର୍ଚ୍ଚ ମାସରେ ଜମ୍ମୁରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ କୁମାର ବିଗନେସ ଭାଗ ନେବେ । ଏଥିରେ କୁମାର ବିଗନେସ ସଫଳତା ପାଇବେ ବୋଲି ସମସ୍ତେ ଅIଶIରଖିଛନ୍ତି । ଏପଟେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଏହାର ଶ୍ରେୟ କିଟ୍ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ , କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡ଼. ଇତି ସାମନ୍ତ , କୋଚ ଅବିନାଶ ମହାନ୍ତି ,ସ୍କୁଲର ଖେଳ ଶିକ୍ଷୟତ୍ରୀ ସଂଗୀତା ରାୟ ଓ ସ୍କୁଲ ଆଡମିନଷ୍ଟେଟିଭି ଅଫିସର ସାଗରିକ ମହାପାତ୍ର ଓ ସହପାଠୀଙ୍କୁ ଦେଇଛନ୍ତି ।

The post କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ଛାତ୍ରଙ୍କ ସଫଳତା, ଭIରତ୍ତୋଳନରେ ପାଇଲେ ସ୍ବର୍ଣ୍ଣ ପଦକ appeared first on KNews Odisha.