ପୁଣି ବଳଙ୍ଗାରେ ଚାଞ୍ଚଲ୍ୟ: ଧମକ ଦେଇ ଦୁର୍ବୃତ୍ତ କହୁଛନ୍ତି ନେବ କି କିରୋସିନ ଦିଆସିଲି…..
ପୁଣି ବଳଙ୍ଗାରେ ଚାଞ୍ଚଲ୍ୟ। ନବମ ଶ୍ରେଣୀ ଛାତ୍ରୀଙ୍କୁ ମଝି ରାସ୍ତାରେ ଦୁର୍ବୃତ୍ତଙ୍କ ଧମକ। ଧମକ ଦେଇ ଦୁର୍ବୃତ୍ତ କହୁଛନ୍ତି ନେବକି... The post ପୁଣି ବଳଙ୍ଗାରେ ଚାଞ୍ଚଲ୍ୟ: ଧମକ ଦେଇ ଦୁର୍ବୃତ୍ତ କହୁଛନ୍ତି ନେବ କି କିରୋସିନ ଦିଆସିଲି….. appeared first on .
ପୁଣି ବଳଙ୍ଗାରେ ଚାଞ୍ଚଲ୍ୟ। ନବମ ଶ୍ରେଣୀ ଛାତ୍ରୀଙ୍କୁ ମଝି ରାସ୍ତାରେ ଦୁର୍ବୃତ୍ତଙ୍କ ଧମକ। ଧମକ ଦେଇ ଦୁର୍ବୃତ୍ତ କହୁଛନ୍ତି ନେବକି କିରୋସିନ ଦିଆସିଲି। ଏନେଇ ଅଭିଭାବକଙ୍କୁ ଜଣାଇଛନ୍ତି ଛାତ୍ରୀ ଜଣକ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭୟରେ ଟ୍ୟୁସନ କି ସ୍କୁଲକୁ ଯାଉନାହାନ୍ତି ଛାତ୍ରଛାତ୍ରୀ। ଯେଉଁ ଛାତ୍ର ଛାତ୍ରୀ ଆସୁଛନ୍ତି ସେମାନଙ୍କ ସାଙ୍ଗରେ ଅଭିଭାବକମାନେ ଆସୁଛନ୍ତି। ବଳଙ୍ଗାର ନାବାଳିକା ଘଟଣା ମନରୁ ନଲିଭୁଣୁ ପୁଣି ନବମ ଶ୍ରେଣୀ ଛାତ୍ରୀଙ୍କୁ ଧମକ ଦେଇଛନ୍ତି ଦୁର୍ବୃତ୍ତ।
The post ପୁଣି ବଳଙ୍ଗାରେ ଚାଞ୍ଚଲ୍ୟ: ଧମକ ଦେଇ ଦୁର୍ବୃତ୍ତ କହୁଛନ୍ତି ନେବ କି କିରୋସିନ ଦିଆସିଲି….. appeared first on .